ଜୟ ମା ସରସ୍ବତୀ
ବିଦ୍ୟା ଦାୟିନୀ
ତୋ କୃପା ବଳେ
ମୁର୍ଖ କାଳିଦାସ ଗଣା ହେଲେ
ମା ସାରା ସଂସାରରେ ମହା
ପଣ୍ଡିତ ନାମରେ।
ହେ ମା ବିଦ୍ୟା ଦାତ୍ରି ହୁଅ
ମୋତେ ତମେ ସାହା
ଯାହା ଫଳରେ ସାରା ଜଗତରେ
ଅର୍ଜନ କରି ଭଲ ବିଦ୍ୟା
ଉଜଜଳ କରେ ଯେପରି
ମୋ ବାପା ମା ଓ ଦେଶର ନାଁ।
ଭୁବନେଶ୍ଵର
ଜୟ ମା ସରସ୍ବତୀ
ବିଦ୍ୟା ଦାୟିନୀ
ତୋ କୃପା ବଳେ
ମୁର୍ଖ କାଳିଦାସ ଗଣା ହେଲେ
ମା ସାରା ସଂସାରରେ ମହା
ପଣ୍ଡିତ ନାମରେ।
ହେ ମା ବିଦ୍ୟା ଦାତ୍ରି ହୁଅ
ମୋତେ ତମେ ସାହା
ଯାହା ଫଳରେ ସାରା ଜଗତରେ
ଅର୍ଜନ କରି ଭଲ ବିଦ୍ୟା
ଉଜଜଳ କରେ ଯେପରି
ମୋ ବାପା ମା ଓ ଦେଶର ନାଁ।
ଭୁବନେଶ୍ଵର
Copyright (c) 2020 //srushtisambhar// All Right Reseved
0 Comments