ପ୍ରିୟା - ପବିତ୍ର ବେହେରା


ପ୍ରିୟା ମୋର ହସି ଦେଇ ଯା ଥରେ
ତୋର ହୃଦୟ ଦେଇ ଯା ଥରେ ।।
ତୋ ପାଇଁ ମୁଁ ଜିଇଁ ପାରୁନି ଆଜି
କହିଦେ ମୋ ଆଖିରେ ତୁ ରାଜି ।।
ମୋ ସ୍ୱପ୍ନରେ ସବୁବେଳେ ଆସେ
ରହିଥିବୁ ଆଖି ପଲକ ହୋଇ ମୋ ପାଶେ ।।
ଭୁଲି ଯିବାକୁ କେବେ ଭାବିବୁନି ତୁହି
ତୋ ବିନା ମରିଯିବି ଲୋ ମୁହିଁ  ।।




ବକ୍ସି ବଜାର , କୁଞ୍ଜାମୁରା , ନାକଟିଦେଉଳ, 

ରେଢ଼ାଖୋଲ, ସମ୍ବଲପୁର, ଓଡ଼ିଶା
Email: wrpabitra.in@gmail.com

ସମ୍ବଲପୁର

ମୋ: 7751075350

Post a Comment

0 Comments