ବିଦ୍ୟାଦାୟିନୀ.. ଭକ୍ତିପ୍ରଦାୟିନୀ ମା..
ଆସ ଅବତାରୀ ମୋ ମନ ମନ୍ଦିରେ..
ମା ଗୋ ଶୁଣ ମାଗୁଣି.. ବିଦ୍ୟାଦାୟିନୀ !!
ମା ବୀଣାପାଣି.. ହଂସବାହିନୀ ଜ୍ଞାନଦାତ୍ରୀ ମା
କର ହେ କରୁଣା.. ହେ ଶ୍ୱେତ ବସନା...
ମା ଗୋ ଘେନ ପ୍ରଣତି.. ବିଦ୍ୟାଦାୟିନୀ !!
ତୁମ ଆଗମନି..ବସନ୍ତପଞ୍ଚମୀ ଦିନେ ମା
ଜୟ ମା ଶାରଦେ .. ଜୟ ମା ବରଦେ..
ମା ଗୋ ଘେନ ଦୟିନୀ.. ବିଦ୍ୟାପ୍ରଦାୟିନୀ !!
ମା ଶ୍ୱେତସୁମନ ପ୍ରିୟା.. ବେଦଭାଷିନୀ ମା...
ଜୟ ମା ଜ୍ଞନଦା...ଜମା ମା ସୁଖଦା...
ମା ଗୋ ଶୁଣ ଶୁଣାଣି.. ବିଦ୍ୟା ଦାୟିନୀ !!
ମା ସରସ୍ବତୀ... ତୁ ହି ମା ଭଗବତୀ ମା..
ଦୟା କର ମାତ...ସାହା ମା ତୁରିତ..
ମା ଗୋ ମୁହିଁ ପ୍ରଣମି.. ବିଦ୍ୟାଦାୟିନୀ !!
151, ନାଗାର୍ଜୁନ କଲୋନୀ
ନାରା ରୋଡ, ଜରିପଟକା
ନାଗପୁର, ମହାରାଷ୍ଟ୍ର
440014
7499607998




0 Comments