ମାଁ ସରସ୍ବତୀ - ହେମବନ୍ତ ପ୍ରଧାନ

ଜ୍ଞାନର୍ ଦେବୀ ମାଁ ଜ୍ଞାନର୍ ଭଣାର୍ ତୁଇଁ ଆଉ ଦୁନିଆର୍ ସାର୍ 

ସଁସାର୍ କେ ଜ୍ଞାନ୍ ଦେଉଥା ମାଁ ଜଗତ୍ କେ ଅଜ୍ଞାନୁ କର୍ବୁ ପାର୍ | 

ହଁସ୍ ବାହିନୀ ମାଁ ପଦମ୍ ଫୁଲ୍ ବାସିନୀ 

ମୁଇଁ ମୁରୁଖ୍ ଛୁଆଟେ ତୋର୍ କେନ୍ଥେଇ ପୂଜା କର୍ସନ୍ ନାଇଁ ଜାନି | 

ଅଜ୍ଞାନର୍ ଅନ୍ହାରେଁ ମାଁ ଜଗତ୍ ହେଉଛେ ଘାଁଟି ସାନି 

ଜ୍ଞାନ୍ ଢାଲିକରିଁ ଅଜ୍ଞାନ୍ ନାଶ୍ବୁ ତୁଇଁ ମାଁ ବାଗ୍ ଦେବୀ ବୀଣାପାଣୀ |


କମଗାଁ, ଭଟଲି,  ବରଗଡ

7064968207



Post a Comment

0 Comments