ନାରୀ - ପ୍ରେମ୍ କବି ଜଗ ବନ୍ଧୁ ସାହୁ


ନାରୀ ତୁମେ ଅଟ  ସ୍ନେହ ପ୍ରେମମୟୀ

         ମମତାର ପୂଜା ଫୁଳ

ଏଇ ଦୁନିଆରେ ତୋର କେତେ ରୂପ

        କିଏ ହେବ ତୋର ତୁଲ ।

ସ୍ରଷ୍ଟାଙ୍କ ସୁନ୍ଦର         ସୃଷ୍ଟି ଅନୁପମା

        ହୋଇଥାଏ ଏଇ ନାରୀ

ଦୁଃଖ କଷ୍ଟ ସବୁ      ସହି ଯାଇଥାଏ

         ନାରୀ ବସୁନ୍ଧରା ପରୀ ।

ନାରୀ ନାରାୟଣୀ   ଅମ୍ବିକା ରୁଦ୍ରାଣୀ

      ତୋ ପାଇଁ ସୁନ୍ଦର ଧରା

ତୁମରି ମାୟାକୁ       ବ୍ରହ୍ମା ବିଷ୍ଣୁ ଶିବ

       ଜାଣି ପାରିଲେନି ପରା ।।


       ଛଞ୍ଚାଣିଆ ପଲ୍ଲୀ : ଗଞ୍ଜାମ

       ଦୂରଭାଷା‐ 8780042579

Post a Comment

0 Comments