ସବୁ ପ୍ରଶ୍ନର ଯେ ଉତ୍ତରଥିବ
ଏମିତି କିଛି ମାନେ ନାହିଁ ।।
ସବୁ ଯନ୍ତ୍ରଣାର ଯେ ଉପଚାର ଥିବ
ଏମିତି କୋଉଠି ଲେଖାନାହିଁ ||
ମନକୁ ବୁଝି ପାରୁଥିବା ବନ୍ଧୁ ଟିଏ ଲୋଡ଼ା
ଜୀବନରେ ଆଉ କିଛି ଦରକାର ନାହିଁ ।।
ଗୋଟିଏ ସୁନ୍ଦର ହୃଦୟ ଯାହା
କେବେ ଘୃଣା କରେ ନାହିଁ ।।
ମୁହଁରେ ଖୁସିଭରା ହସ ଯାହା
କେବେ ଫିକା ପଡେ ନାହିଁ ।।
ଗୋଟିଏ ଅନୁଭୂତି ଯାହା
କେବେ ଦୁଃଖ ଦିଏ ନାହିଁ ।।
ଗୋଟିଏ ସଂପର୍କ ଯାହା
କେବେ ଭାଂଗେ ନାହିଁ ।।
ୟାକୁ ହିଁ ବୋଧ ହୁଏ ବନ୍ଧୁତା କୁହନ୍ତି ।।
ଭବାନୀପାଟଣା, କଳାହାଣ୍ଡି
ମୋ: 9337009810




0 Comments