ହଏରେ ମୁନୁଷ ର୍ ମଦାଙ୍ଗ
କାଁ, ଯେ ଡେଗୁଛୁ ଫଦାଙ୍ଗ ଫଦାଙ୍ଗ
ତଲ୍ ଉପର୍ ଚାରୁକୁତି ଦେଖ୍
ଉପର୍ ବାଲା ଧରିଛେ ଲବାଙ୍ଗ !!
ସମିଆଁ ଦେଖି ଦେବା ଖାଁଟି
ମାରବା ଲେଦା ପଡ଼ବୁ ହିଟି
ପରକୁତି ରାନୀର କଥା ମାନି
ଖାଉଥା ତୁଇ ଅରନ୍ ପାନି !!
ଜନମ୍ ମରନ୍ ତ ଦୁଇ ଭାଇ
ସଂସାରେ ତ ଅଛନ୍ ରହି
ତାର କଥା ନାଇଁ ମାନଲେ ତୁଇ
ମାରବା ଲେଦା ପଡ଼ବୁ ଭୁଇଁ !!
ଅଢେଇ ଦିନିଆଁ ମନରେ ତୁଇ
ଆଇଛୁ କୁନୁଆଁ ହେଇ
ମୁଇଁ ମୁଇଁ ବଲି ଦେଖେଇ ହେଉଛୁ
ପଡ଼ବୁ ତୁଇ ଭୂଇଁ !!
ମୁଁ କାର ଗୁଟେ ବଡଖା ଅସୁର ଆଏ
ଖାଏବା ଘିଚି ରପ୍ ଟି
ପାଞ୍ଚ ଲୁକର ନୁ ତତେ ଭିନେକରି
ବୁଦ୍ଧି ଅକଲ କେ କରବା ଠୁଟି !!
ମୁଇଁ ମୁଇଁ କେ ଛାଡ୍ ତୁଇ
ମୁଇଁ ମୁଇଁ କେ ଛାଡ୍ ତୁଇ ।।
ମୋ-୯୯୩୭୯୩୩୧୧୪
ମଣ୍ଡଲ, ବଲାଙ୍ଗୀର!




0 Comments