ପ୍ରକାଶ ପାଇଲା ସମ୍ପର୍କ ଓଡ଼ିଶା

 ଦିଲ୍ଲୀ ଏନ.ସି.ଆର ରୁ ପ୍ରକାଶ ପାଇଲା ମାସିକ ଇ-ଓଡ଼ିଆ ସମ୍ବାଦ ସାହିତ୍ୟ ପତ୍ରିକା ସମ୍ପର୍କ ଓଡ଼ିଶାର ଅପ୍ରିଲ ସଂଖ୍ୟା, ୨୦୨୧ ( ପ୍ରଥମ ବର୍ଷ, ଚତୁର୍ଥ ସଂଖ୍ୟା) । ଉକ୍ତ ପତ୍ରିକାଟିକୁ ବରିଷ୍ଠ ସାହିତ୍ୟ ସାଧକ ଅକ୍ଷୟ ଓଝା ସମ୍ପାଦନା କରିଛନ୍ତି । ଏହାର ସହ-ସମ୍ପାଦକ ଦାୟିତ୍ୱରେ ନିକୁଞ୍ଜ ବିହାରୀ ଥିବା- ବେଳେ ସାହିତ୍ୟ ବିଭାଗକୁ ସମ୍ପାଦନା କରିଛନ୍ତି ସାହିତ୍ୟ ବିଭାଗର ସମ୍ପାଦିକା ସୁଜାତା ମହାପାତ୍ର । ପ୍ରଚ୍ଛଦପଟ, ଅକ୍ଷର ସଜା ତଥା ପତ୍ରିକାର ଡିଜାଇନର୍ ଦାୟିତ୍ୱ ନେଇ ଜୀବନ୍ତ ରୂପେ ଗଢିଛନ୍ତି ସୃଷ୍ଟି ସମ୍ଭାର ସାହିତ୍ୟ ଇ- ପତ୍ରିକାର ସମ୍ପାଦକ କାହ୍ନୁ ଚରଣ ସାହୁ ।




ଡାଉନଲୋଡ଼ ପଇଁ କ୍ଲିକ କରନ୍ତୁ 



Post a Comment

0 Comments