ବସିବାକୁ ଭାଵିଥିଲି - ଅଜୟ କୁମାର ମହାନ୍ତି


ଅନାହୂତ ପ୍ରଵିଷ୍ୟତି
ଲଜ୍ୟାକର କଥା
ତଥାପି ଵୁଝେନା ମନ
ପାଇଲେବି ଵ୍ୟଥା ।।
ବସିଵାକୁ ଭାବିଥିଲି
ଥରେକହିଲେନି କେହି 
ଟିକେ  ଵାଵୁ ଵସିଯାଅ
ପଛେ  ଯିବପୁଣି ଚାଲି।
 ମନରେ ଆଶଙ୍କା ତାଙ୍କ
କାଳେ ଆସିବ କରୋନା 
ଅନାଗତ ଅତିଥୀଯେ
ସେପାଇଁ ଏମିତି ଭାବନା ।।
ମୂଖ କରି ହସ ହସ
ନଭରି ମନେ ଵିରସ
ଫେରି ଆସିଲି ସତ୍ଵର
ଇଚ୍ଛାଥିଲା ଵସିବାକୁ ।।

ଅଜୟ କୁମାର ମହାନ୍ତି
 ହରିପୁର, କବିରପୁର, ଯାଜପୁର 

Post a Comment

0 Comments