କବିତା - ସଞ୍ଜିତା ପ୍ରଧାନ



ଛୁଛା ଛୁଛା ଥିକେ ଆମର୍ ଭିତରେ
ହେସିରେ ଝଗଡ଼ା ଝାଟି 
ସେଟା ନାଇଁ ଥିଲେ କେନ୍ତା ବଡ଼ତାରେ
ଆମର୍ ଭାବ୍ ପୀରତି ।।

ଭାଏ ବୁହେନ୍ ଗୁଟେ ଡୁର୍ ଥି ବନ୍ଧା
ଝନକର୍ ଲାଗି ଝନେ
ଦୁଃଖେ ଆଖିର୍ ପାଏନ୍ ଝରଲେ
କାନ୍ଦସି ଭି ଆର୍ ଝନେ ।।

ମନର୍ କଥା କହେବାର୍ ଲାଗି
ଦରକାର୍ ହେସି ସାଙ୍ଗ୍
ସେ ସାଙ୍ଗ ଜେଭେ ଭାଇ ବୁହେନ୍ ହେଲେ
ଦୁନିଆ ହେସିରେ ଲାଙ୍ଗ୍ ।।

ରାଖୀ ପୁନି ଜେଭେ ଆଏଲା ବେଳକେ
ଉସତ୍ କେତେ ଦେଖବ
ଦରବ୍ କେତନି ଯୁଗାଡ୍ ହେଇଥିସି
ଆଏସି ଜେଭେ ପରବ୍ ।।

ଭାଇ ଜିନ୍ତିଆ ଆର୍ ଦୁର୍ଗା ପୂଜାକେ
ନାଇଁ ହୁଏ ମନୁ ଭୁଲି
ଶହେ ଆଠ ବର୍ଷ ଭାଇ ଜୀବନ୍ ଥି
ବୁହେନର୍ ହୁଳହୁଳି ।।

ଏଭେ ଏଭେ କବିତାର୍ ଦୁନିଆ ଥି
ଅଛନ୍ ଭାଇ ବୁହେନ୍
କବିତା ଲେଖି ଲେଖି ଚଢି ଯଉଛନ୍
ଦୁଃଖ ସୁଖର୍ ଚଢେନ୍ ।।

ଜଲବାର୍ ଲୋକ୍ ଏଭେ ଜଳୁଛନ୍
ହେଲେ କିଏ ସେ ଡ଼ରୁଛେ
ଆମେ ସଭେ ଗୁଟେ ହେଇ କରି ଥିଲେ
କୋଶଳୀ ଲେଖା ହସୁଛେ ।।


ସଞ୍ଜିତା ପ୍ରଧାନ
ସୁନ୍ଦରଗଡ଼ 

Post a Comment

0 Comments