କୋଣାର୍କ -ଜଗବନ୍ଧୁ ସାହୁ




ନିହଣ ମୁନରେ    ପଥରକୁ କାଟି
      ଆଙ୍କି ଦେଲେ କାରୁକାର୍ଯ୍ୟ
ଓଡିଆ ଜାତିର ଗରବ ଗୌରବ 
     କୋଣାର୍କ ହିଁ ଆମ ଶୌର୍ଯ୍ୟ  

ଲାଙ୍ଗୁଳାନରସିଂହ ରାଜୁତି ସମୟେ
         ମନ୍ଦିର ହେଲା ନିର୍ମାଣ
ଚାଷୀ ଦେଲେ ସଶ୍ଯ ରାଜ କୋଷୁ ଧନ
         ମନ୍ଦିର ହୋଇଲା ପୂର୍ଣ୍ଣ

ବାର ବରଷର ବାଳକ ଧରମା
      କୀର୍ତ୍ତି ତାର ଆଜି ସ୍ମୃତି 
ଇତିହାସେ ଲେଖା ଓଡ଼ିଆ ପୁଅର
         ସୁବର୍ଣ୍ଣର କାରୁକୃତି


ଗ୍ରାମ ‐ ଛଞ୍ଚାଣିଆ ପଲ୍ଲୀ 
ଜିଲ୍ଲା ‐ ଗଞ୍ଜାମ
ଭାୟା ‐ ପୋଲସରା
ପୋଷ୍ଟ ‐ ବେଲଗାଁ

Post a Comment

0 Comments