ଲକଡାଉନ୍ - ସୁନିଲ ମାଝୀ



କହେଲେ୍ କଥା ଗାଏଲେ୍ ଗୀତ୍
ଏବେ ଚାଲିଛେ ଲକ୍ ଡାଉନ୍ ଟାଇମ୍
  ମୋବାଇ୍‌ ଖେଳି,ଖେଳି ବୋର୍ ହେଲୁ ନ
ମୋଦି ସାର୍ ସ୍କୁଲ ,କଲେଜ୍ ଖୁଲି ଦିଅ ନ ।


ଅନ୍ ଲାଇନ୍ ତ କ୍ଲାସ୍ ନି ହେଲା
ଇଉ୍ ଟ୍ଯୁବ୍ ,ହ୍ଯାଟ୍ ସପ୍
    ଇଷ୍ଟାଗ୍ରାମ୍  , ଫେସ୍ ବୁକ୍
        ଦେଖି ଦିନ ପଲାଲା ।।

ଜେନ୍ ଗାଁ  ଗଲେ କରୋନା କଥା
ଘର ମାନ୍‌ କେ ସଭେ କରିଛନ୍ ବଶା
ଜେନ୍ ଗାଁ ଗଲେ ହ‌ଏ୍  ବୋ ଅଜା
ମାସ୍ ଆର୍ ସେନଟାଇଜର୍ କରିଥା ଖଞ୍ଜା ।


ଲକଡାନ୍ କେ ଦେଖି ଲାଗୁଛେ ଡର୍
ବସ୍,ମଟର୍  ସବୁ ଚାଲୁଛେ କମ୍                      
   ବାଇକ୍ ବାଲା ତୁ କାଣା ଭାବ୍ ସୁ
ମାସ୍ ଆର୍ ହେଲ୍ ମେଟ୍ ନାଇ ନ‌ଉଛୁ
ବାଟେ ଥିବା ମୋ ପୁଲିସ୍ ବବା
ଏନ୍ତା  ଗେଡା ତ‌ତେ ଦୁଇଟା ଦେବା
କେଭେ ନାହିଁ ଭୁଲୁ ମୋର ପୁଲିସ୍ ବବା କେ
ମାସ୍ ଆର୍ ହେଲ୍ ମେଟ୍ ପିନ୍ଧ୍ ଭୁ  ସତେ ।।

      ସୁନିଲ ମାଝୀ
          ତେଜିପଡ଼ା ,କଲାହାଣ୍ଡି
ଫୋନ୍ ନଂ- ୭୩୨୮୦୫୧୯୪୨




















 

Post a Comment

0 Comments