ଚାଷି ପିଲା ଦେଖ ଖାଏଷି ବାସି
ଆଏର୍ ତରାନେ ବସି
କଳିଯୁଗର ଇଟା ରିତୀ ହୋ ଭାଇ
ଚାଷି ପିଲା ଦେଖ ଖାଏଷି ବାସି ।
ବାସି ଖାଏଲେ ଲାଗସି୍ ମଜା
ସତ କହୁଛେ୍ କିନି ଅଜା
ବାସି ସାଙ୍ଗେ ହେଣୁଆଁ,ଭଜା
ବାସି ଖାଏଲେ ଲାଗସି୍ ମଜା ।।
ବାସି ସାଙ୍ଗେ ଥିଲେ ନୁନ୍,ମିରଚା
ତାର ସାଙ୍ଗେ ଥିଲେ ଶୁଖୁଆ ପୁଡ଼ା
କେନ୍ତା ମଜା୍ ରେ ଖାଏସା୍ ଅଜା
ବାସି ସାଙ୍ଗେ ଥିଲେ ନୁନ୍ ,ମିରଚା ।
ମାଁ ହାତର ମୁଠେ ବାସି
ନୁନ୍ ,ମିରଚା ସାଙ୍ଗେ ଚଟକି୍
କେନ୍ତା ଖାଏସା୍ ଅଜା ବଶି
ମାଁ ହାତର ମୁଠେ ବାସି ।।
ଗାଁ ପିଲା ଜାଇ ଦେଶ,ବିଦେଶ
ବାସି ପଖାଳ କେ ଭୁଲିଗଲେ ତ
ବିଦେଶେ ଖାଇ ସିଙ୍ଗ୍ ଡା ,ବରା
ବାସି ପଖାଳ କେ ହେଉଛେ ସଜା ।
ଶୁନ୍ ବୋ ଅଜା କହୁଛେ କଥା
ଗାଁ ପିଲା ଜାଇ ଦେଶ,ବିଦେଶ
ବାସି ପଖାଳ କେ ଭୁଲିଗଲେ ତ
ଆର୍ ନାହିଁ ଭୁଲନ୍ ବାସି ପଖାଳ କେ
"ପଖାଳ ଦିବସ" ବୋଲି ନାଁ ଟେ ଆଛେ ।।
ସୁନିଲ ମାଝୀ
ତେଜିପଡା ,କଲାହାଣ୍ଡି
ଫୋନ୍ ନଂ -୭୩୨୫୦୫୧୯୪୨




0 Comments