ବାହାରକୁ ଗଲେ କରୋନା ଭୟ ଲୋ
ଆକାଶରେ ବୈଶାଖୀ
ସମୁଦ୍ରରେ ବାତ୍ୟା ମାଟିରେ କମ୍ପନ
ସାକ୍ଷୀ ତୁହି ଚକାଆଖି ।
ଦିନରେ ଗରମ ରାତିରେ ମଶା ଲୋ
ଘରେ ସ୍ତ୍ରୀ ଦିଅଇ ଗାଳି
କି ଦିନ ଆସିଲା ସର୍ବସ୍ୱ ଗ୍ରାସିଲା
ପାରୁନାହିଁ ଆଉ ଚଳି ।
ରଞ୍ଜନ



0 Comments