ମଧୁବାବୁ ଆଉ କୃଷ୍ଣଚନ୍ଦ୍ର ଭଞ୍ଜ
କୋଟି ପରିଶ୍ରମ ବଳେ
ଭାରତ ବରଷେ ଓଡିଶା ରାଇଜ
ଉତ୍କଳ ଦିବସ ପାଳେ l
ନୂତନ ଓଡିଶା ଗଠନ କରିକି
ଦେଲେ ସିଏ ସନମାନ
ନିଜ ଭାଷା ନିଜେ କହିବାକୁ କିଆଁ
ଓଡିଆ ହୁଏ କୃପଣ l
ତାଙ୍କ ଯଶ କୀର୍ତ୍ତି ରଖିବା ହେ ଆସ
ଏଇ ଯେ ଉତ୍କଳ ଦେଶେ
ତାଙ୍କରି ସ୍ମୃତିକୁ କରିବା ସ୍ମରଣ
ଆଜି ଏ ଉତ୍କଳ ଦିବସେ l
ଜଗବନ୍ଧୁ ସାହୁ
ଛଞ୍ଚାଣିଆ ପଲ୍ଲୀ, ଗଞ୍ଜାମ
ଦୂରଭାଷା ‐ 8780042579



0 Comments