ତପ୍ତ ଜ୍ଞାନ ସାଥେ ବ୍ରହ୍ମ ଜ୍ଞାନ ପୁଣି
ଗୀତାରେ ରହିଛି ଭରି
ପଢୁଥାରେ ମନ ପ୍ରଭୁଙ୍କୁ ସୁମରି
ଭବୁ ହେବା ପାଇଁ ପାରି l
ଏହି ଗୀତାଜ୍ଞାନ କୁରୁକ୍ଷେତ୍ର ମଧ୍ଯ
ଥିଲେ ଅର୍ଜୁନକୁ କହି
ଛାଡିଦିଅ ପ୍ରାର୍ଥ ଲୋଭ ମୋହ ମାୟା
କହୁଛି ସବୁ ବୁଝାଇ l
ପଞ୍ଚଭୂତେ ଗଢା ଏ ତୁମ ଶରୀର
ପଞ୍ଚଭୂତେ ହେବ ଲିନ
ନୁହେଁ ଏଠି କିଛି କାହାରି ଅର୍ଜୁନ
ଶୂନ୍ଯ ଖାଲି ମହା ଶୂନ୍ଯ l
ଜଗବନ୍ଧୁ ସାହୁ
ଛଞ୍ଚାଣିଆ ପଲ୍ଲୀ, ଗଞ୍ଜାମ
ଦୂରଭାଷା ‐ 8780042579



0 Comments