ଟପଟାପ୍ କରି ଝକେର୍ ପେନ୍ ଝରତେଲ ଯଉଛେ!!
କେଁ ଦେଖବ ଝିପଝିପା ଗାଁ ଖୁଏଲ୍ ସରଲି ଯଉଛେ।।।।। ୧
ଝିକର୍ ନୁ ଏନେତେନେ ପେନ୍ ଗଲୁଛେ!!
ମାତର୍ ଶିତଲ୍ ଶୀତଲ୍ କେଡେ ସୁଆଦ୍ ପାଶରି ନି ହଉଛେ।।।। ୨
ଲମି ଯଉଛେ କଖାର୍, କୁମଡା, ଜହ୍ନୀ ଡାଲର୍ ଲତା!!!
ଶାଗୁଆ ଶାଗୁଆ ଚିଏରବେରାତି ଚୁରେଇ ନେସି ମନ୍ ଟା।।। ୩
ଧୁରିଆର୍ ଡଂଗର ନିଲିଆ ନିଲିଆ ରଂଗ ଦିଶୁଛେ!!!!
ଧୁଇଲ୍ ମୁଏଲା ସବୁ କେ ପେନ ଘିଡଘିଡେଇ ନଉଛେ।।।। ୪
ଘର୍ ଭିତରେ ମୁଗଫୁଲି, ଚନାଲିଆ, ଭଁଜିଆ ଖିଆର୍ ମଜା କେତେ!!!
ଘର୍ ବସିଆ ଗୁଟେଠାନେ ବସଲେ ଆସର୍ ଜମସି ସତେ।।।। ୫
ଆସବାର୍ ଯିବାର୍ ଲୋକ୍ ବାଟ୍ ଚାଲୁଛନ୍ ପାଦ କେ ଚିପିଚାପି!!!
ଅଁଟା ପତେ ପତେ ଦେଖ କାଦୋ ଯଉଛେ ଛିତକି।।।। ୬
ଆ ରେ ଝକେର୍ ପେନ୍ ରଜୋ ରଜୋ ଦେ ରୁକେଇ!!!!
ଆଁଟ୍, ଭଁଟା, ଖାଲେ, ନାଲେ ପେନ୍ ଦେ ପୁରେଇ।।।। ୭
ଚାଷୀ ଭାଇ ଶରଦା ହେଇ କ୍ଷେତର୍ କାମ୍ କରବା!!!!
ପୁରିଯିବା ସବକର୍ ପେଟ୍, ମନ୍ ହସି ଖେଲି ଦିନ୍ କଟବା।।।।। ୮
ଗୌରୀ ମେହେର
ଗମ୍ଭାରୀଗୁଡା
ନୂଆପଡା




0 Comments