ଆଷାଢ୍ ମାସର୍ଆ ବହ ସାଜି
ଆସ୍ ଲା ଝଁକେର୍ ପାଏନ୍
ତପସ୍ୟାର୍ ଫଳ୍ ପାଏଲା ବାଗିର୍
ମିଲ୍ ଲା ଧର୍ ତୀ କେ ଅଏନ୍ ।
ଘଡ୍ ଘଡ୍ ଘଡ୍ ଘଡ୍ ଘିଡ୍ କି ଯିସି
ଚଡ୍ ଚଡ୍ ଚଡ୍ ଚଡ୍ ବିଜ୍ ଲି ମାର୍ ସି
ସର୍ ସର୍ ସର୍ ସର୍ ଧୁକା ବହେସି
ମନ୍ ଟା କେଡ଼େ ଉସତ୍ ଲାଗ୍ ସି
ସତେ ଦେହେ ଥି ଆସ୍ ଲା କାଏଁ ଜୀବନ୍
ବଡା ଦିନୁ ସଭେ ଟାକି ଥିଲେ
ମନ୍ କେ କରି ଦୁଃଖ୍ ମନ୍।
ଧର୍ ତୀ ମାତାର୍ ପୁର୍ ଲା ଛାତି
ଦେହେ ନିନ ଆରୁ ଟିଖେ ତାତି ।
କଳା ବାଦଲ୍ ଯେ ଘେରି ଯାଇଛେ
ତାର୍ ଡରେ ସୁରୁଜ୍ ନାଇ ବାହାରୁଛେ।
ଦିନ୍ ଟା ବି ଯେନ୍ତା ରାଏତ୍ ହେଇଛେ
ମନ୍ ଟା ନାଇ ନ ଥୟେ।
ରାଏତ୍ ସାରା ଯେ ପାଏନ୍ ବର୍ଷଲା
ନଏଦ୍ ନଲିଆ ଉଛୁଲି ଗଲା ।
ବେଙ୍ଗ୍ ବେଙ୍ଗୁଲୀ ଛାଡ୍ ଲେ ରଡି
ଚାଷୀ ଜୁତ୍ ଲା ତାର୍ ଜମିନ୍ ବାଡ଼ି ।
ଘଡ୍ ଘଡି ଶବ୍ଦେ ଫୁଟ୍ ସି ଛତି ଆଉ କର୍ ଡି ।
ଆଁ କରିଥିଲା କ୍ଷେତ୍ ଖଲା
ଇହାଦେ ନଏଦ୍ ,ମୁଡା ଭୁର୍ ଲା ।
ଚୁରିଆ ,ନୁର୍ରା ଖେଲି ଲୁକେ
ମାରୁଛନ୍ ଗେଁତୁ,ପୁଠି
ଶାଗୁଆ ଶାଢ଼ୀ ପିନ୍ଧି ଧର୍ ତୀ ମାତା
ଖିଲ୍ ଖଲେଇ ଯାଉଛନ୍ ଉଠି ।
ଗାଁର୍ ବାଟ୍ ଯେ କାଦୋ ପଚ୍ ପଚ୍
ଚାଲ୍ ବାର୍ ଥି ହଉଛେ ବଡା ହର୍ କଚ୍
ଲୁଗାପଟା ଯେ ଶୁଖ୍ ବାର୍ ନାଇ
ଉଦା ସର୍ ସର୍ ସବୁ ଘର୍ ଭୂଇଁ।
ଘଡ୍ ଘଡି ଶବଦ୍ ଶୁନି ଲାଇନ୍ କାଟୁଛନ୍ ଫଟ୍ ଫଟ୍।
ଝଁକେର୍ ବର୍ଷା ଥି ଖୁଜ୍ ସି ମନ୍
ମୁଢି ,ଚନା ଆଉ ମୁଫଲି
ଜହ୍ନି,ଡୁଡୁକା ମାଖନ୍ ଲହ
ରାଏଞ୍ଜ୍ ନାଇ ପାଇ ଯେଇଛେ ଭୂଇଁ ଥି ଉନ୍ ଲି ।
ଇ ବର୍ ଷେ ଝାଁକେର୍ ପାଏନ୍ ଅଭାବେ
ପଡ୍ ଲା ଯେ ରାଏଜେ ମର୍ ଡି
ଗଛ୍ କାଟି ସଫା କଲେ ଭାଇ
ଝଁକେର୍ ଆସ୍ ବା ଆଉ କେନ୍ ଦି ?
ଆସ ମିଲିମିଶି ସଭେ ଗଛ୍ ଲଗାମା
ମର୍ ଡି ସମସ୍ୟା ନୁ ରାଏଜ୍ ବଁଚାମା ।
ଝରଣା ତନ୍ତୀ
ସୁନ୍ଦର୍ ଗଡ୍ (ସଉନା ମରା ଗାଁ) ।




0 Comments