ଝକେର - ସମୀର ପୂଜାରୀ




 ଟିପ୍ ଟିପ୍ ବର୍ଷାର୍ ପାନି

 ଖେତେ ରଡୁଥିସି ବେଙ୍ଗେଈ ରାନୀ,

 କୁଇଁ କୁଇଁ ଅନ୍ଧାର୍ ଦେଖାଯାଏସି

 ଘଡ୍ ଘଡି ମାରି ଝକେର୍ ଆଏସି ।

 ଗାଁର୍ ଲୋକ୍ ସଭେ ଖୁସ୍ 

 କର୍ଡି ଛତି ଫୁଟ୍‌ବା ବୋଲି, 

 ଚାଷୀର୍ ମନ୍ ଉଛୁଳୁ ଥିସି  

 ଝକେର୍ ଆଏଲା ଝରନ୍ ଫୁଟ୍‌ବା ବୋଲି। 

 ଝର୍ ଝର୍ ଝରି ଆଏସି ଝରନ୍ 

 ସାଗୁଆ ଦିସେ ପାହାଡ୍ ବନ୍,

 ଚେରେ ଚିର୍ମୁଲ୍ ରଡି  ଛାଡୁଥିସନ୍ 

 କିଣି ନେସି ସତେ ଲୋକର୍ ମନ୍ ।

 କଳା ଟର୍ ଟର୍ ମେଘ୍ ବାଦଲ୍ 

 କଳିଆ ପୁଡ୍ ମେତାନ୍ ଦିସ୍ ସି,

 ସୁନ୍ଦରୀ ମୟୂର୍ ଜଙ୍ଗଲ୍ ରାନୀ 

 ଖାକ୍ ଖାକ୍ ପିଟି ପିଟି ନାଚ୍ ସି ।

 ଖେତ୍ ଖଳା ସବୁ ପାଏନ୍ ଭର୍ତ୍ତି 

 ଯାଇଁ ଦେଖ୍ ଲେ ଧଏଁର୍ ଥୁପି, 

 ସଉଲ୍ ମାଗୁର୍ ବଲିଆ ଝୁରି 

 ଆନୁଥିସନ୍ ଗାଁର୍ ଲୋକ୍ ମାରି ।

 ଝକେର୍ ପାଏନ୍ କେ ଆରୁ ଅଛେ

 ସରାବନ୍ ଗଲା ଟୁପେ ନାଇଁ ବର୍ଷି ,

 ଇ ବରଷ୍ ମର୍ଡି ହେବାନା ସତେ

ଆର୍ ପାଏନ୍ ବର୍ଷିବା କିନି ଯେ କିଏ ଯାନଚେ ।

 

ସମୀର ପୁଝାରୀ 

କାନ୍ଦେଗାଁ ,ମ ରାମପୁର, କଳାହାଣ୍ଡି

Post a Comment

0 Comments