ଝକେର - ଡୁଲେଶ୍ୱର ସାହୁ




ବାଦଲ୍ ଗରଜେ ଘୁଡୁଘୁଡୁଘୁଡୁ

କଳା ମେଘ ତଲେ ମୁଇଁ

ସବଦ୍ ସୁନି ଚମକି ପଢସି ଭାବସିଁ

ଅଉଛେ ଝକେର୍ ରାନୀ ll


କଳାମେଘ୍ ଦେଖି ମୟୂର୍ ରାନୀ

ମନ୍ ଭରି ଦେଇ ନାଚେ

ଗଛ ପତର୍ ନୁ ନାଚି ବସିଛନ୍

ପବନର୍ ମିଠା ସୂରେ ll


ଜେଠ୍ ଗଲା ପରେ ଆଏସୁତୁହି

ନାଁ ପରେ ତୋର୍ ବରଷା

ଟାକି ରହିଛେ ଚାଷୀଭାଇ ତୋର୍

ଧରମ୍ କରମ୍ କଥା ll


ଚାଷୀର୍ ବନ୍ଧୁ ହଳ ଟାକିଛେ

ମୋର୍ କେବେ ଆଏବା କାମ୍

ଚାଷ୍ ନୁ ଚାଷୀ ଭରଷା କରିଛେ

ଅଛରେ ପଢଲେ ହେବା କାମ୍ ll


ଜମି କହୁଛେ ଟାକି ରହିଛେଁ

ସୁନ୍ଦର୍ କରମି ଚାଷ

ଝକେର୍ ଆଏଲେ ଚାଷୀକେ ମୋର୍

ହୁରୁଦ୍ ନେ ଦେମିଁ ଠାନ୍ ll


ଡୁଲେଶ୍ଵର ସାହୁ

ରେଗଡା, କର୍ଲାମୁଣ୍ଡା,କଳାହାଣ୍ଡି

Post a Comment

0 Comments