ମୁନୁଷ୍ ହଉକି ପଶୁପକ୍ଷୀ କିଟ୍ ପତଙ୍ଗ୍
ଜୀବ୍ ଜନ୍ତୁଁସମ୍ କର୍ ତ ଗୁଟେଜୀବନ୍
ଇ ଜୀବନ୍ ଟା ମାହାପୁରୁର୍ ବରଦାନ୍
ଆଏ ଆର୍ ଆମର୍ ଭାଗ୳ ଆଏ ଯେ
ଆମେଁ ଭିନ୍ ଭିନ୍ ପର୍କାରେଁ ଜନମ୍
ନେଇଛୁଁ ।
ଯାହାର୍ ଯେନ୍ ଭାଏଗ୍ ଅନ୍ ସାରେଁ
ସଭେ ସମ୍ କର୍ ଜୀବନ୍ ନେଇକରି
ନିଜର୍ କରମ୍ କରି ଚାଲୁଛୁଁ ଆର୍
ଆଗ୍ କେ କରି ଚାଲ୍ ମା ତାଏଲ୍ ।
ଜୀବନ୍ ଟା ଥିବାର୍ ତକ୍ ସଭେ ପେଟ୍
ଲାଗି ଆମର୍ ଚିନ୍ତା ରହେସି କେନ୍ ତା
କରି ଆମେଁ କାଣା ଖାଏମା ପିଇମା ଇ
ଚିନ୍ତାରେ ସଭେ ଯାକର୍ ରହି ଥିସୁଁ ।
କାହାର୍ ଜୀବନ୍ ଭୁଖେଁଦୁଖେଁଯାଏସି
ଆର୍ କାହାର୍ ଜୀବନ୍ ସୁଖେଁ ସୁଖେଁ
କଟି ଯାଏସି ହେଲେଁ ଇ ଜୀବନ୍ ଟା
ଗୁଟେ ଖେଲ୍ ଘର୍ ଆଏ ଆଏଜ୍ ଇଟା
ଅଛେତ କାଏଲ୍ ନେଇଁ ।
ଜୀବନ୍ ଟା ଆଏ ଗୁଟେ ପାଏନ୍ ପୁଟ୍ କା ,କିଏ କହି ପାର୍ବା ଇକଥା କେତେ ବେଲେଁ କାହାର୍ କାଣା ଘଟ୍ ବା ଯେ,
ସମ୍ କର୍ ଜୀବନ୍ ରେ ଗୁଟେ ଗୁଟେ
କିଛି ନା କିଛି ଘଟ୍ ନାଁ ଘଟିଥିସି ।
ଜୀବନ୍ ରେ ଆମେଁ କିଏ କେତେ ଯେ
ପାପ୍ କରୁଛୁଁ କିଏ ପୁଇନ୍ ଭି କରୁଛୁଁ
ଆର୍ ହେ ପାପ୍ ପୁଇନ୍ ହିସାବ୍ ଥିଁ ତ
ଆମେଁ ମଲାବେଲେଁ ଫଲ୍ ଭି ପାଏସୁଁ
ଆମର୍ ଜୀବନ୍ ଥିବର୍ ତକ୍ ଆମେଁ
ଯେତ୍ କି ଭଲ୍ କାମ୍ କରି ଥିମାସେଟା
ଯୁଗ୍ ଯୁଗ୍ ତକ୍ ଆମ୍ କୁଁ ଲୋକ୍ ସୁର୍ତ୍ତା
ରଖିଥିବେ ଆର୍ ଗୁନ୍ ଗାଉଥିବେ ।
ହେଲେଁ ଯଦି ଅସାର୍ କାମ୍ କରିଥିମାଁ
ଆମର୍ ମଲା ପରେଁ ଆମ୍ କୁଁ ଲୋକ୍
ଛି ଛି ଥୁ ଥୁ କରୁ ଥିବେ ।
ହେଥିର୍ ଲାଗି ଆମେଁ ଯେତେଦିନ୍ ଇ
ଦୁନିଆଁ ରେ ଥିମା ସମ୍ କର୍ ସାଙ୍ଗେ
ଆମେଁ ମିଲି ମିସି କରି ରହି ଥଉଁ ।
ସରୋଜ କୁମାର ଆଚାର୍ଯ୳,
ବୁରୋମାଲ,ବିଜେପୁର,ବରଗଡ ।




0 Comments