ଝର୍ ଝର୍ ଝର୍
ରାତି ସର୍ ତା
ଦିନରେ ଵେଲେ
ଖଣେ ଫର୍ ଚା ।
ସର୍ ସର୍ କରି
ନାଲି ଵୁହୁଛେ
ପୂରି ଯାଉଛେ ଖଲା,
ଯାଇଁ ଦେଖ ଖାଲି
ଛତୁ ଫୁଟିଛେ
ଶାଗୁଆ ଘାସ୍ ପତ୍ରର
ବେଙ୍ଗ ର କେଁ କଟର୍
ଛତା ଢାପି କରି
ଵୁଲି ବୁଲ୍ ବାକେ
ଛୁଆ ଲୋକର ବତର୍,
ଘରେ ବସି କରି ସଭେ
ଖାଏଵେ ଗରମ ଭାଁପେ
ଦେଖି ଦେଖି କରି
ସଵ୍ କର୍ ବିଚାର୍
ଭୁଆସେନ କେ ଜର
କେନୁ ଆଏଲା, ଝକେର୍
ଚାର୍ ଦିନ୍ ହେଲା
ନାଇଁ ଧରୁଛେ
ଛାଡି ଯିବାର୍ ଟେର୍ ।
ସଂଯୁକ୍ତା ପାଢ଼ୀ
କେସିଙ୍ଗା




0 Comments