ଝକେର- ଅନନ୍ତ ପୁଟେଲ



ଝର ଝର ବୋହି ଯାଏସି ଝିକିରି
ବରଷା କେତନି
ଇବରସ ଥି ପାଏନ ନାଇନ ସୁଖୀ
 ଯାଇଚେ ମେତିନି....(୧)

ଲହରୀ ଯାଇସି ଡୁଲି ଭଟାତି ପାଏନ
ହେଶୀ କେତେ ଶବଦ
ଝିକିରି ବରଷା ଆସିଗଲେ ଚାଷୀ ର
ମନ ହେଶି ତାର ଗଦଗଦ.....(୨)

ସୁଲ୍ ଶୁଲିଆ ପବନ ଥି କେଡେ
 ସୁନ୍ଦର ଲାଗସି ମନଟା
କ୍ଷେତ ଆଡେ଼ ଟିକେ ବୁଲି ଅସଲେ
ପର୍ଚ୍ଛା ଲାଗଶୀ ଦେହେଟା.....(୩)

ଘନେଇ ଆଏସି କଳାହାଣ୍ଡିଆ ମେଘ
କଳା ଦିଶଶି ପାଏନ
ଅମଳ କରିଥିଲେ ଧାନ ଗୋଟେଇ ନାଇ ହୁଏ
ପଳେଇ ଆଇସି ପାଏନ....(୪)

*ଅନନ୍ତ ପଟେଲ*
*କଦଳୀ ମୁଣ୍ଡା,କଳାହାଣ୍ଡି*

Post a Comment

0 Comments