ସୁନ୍ଦର ଗୁରିଆ ଚରଚରା ଚେହେରା ଗୁଟେ, ଯେନ୍ତା ତାର ରୂପ ରଂଗ୍ ହେନ୍ତି ତାର୍ ଗୁଣ୍, ନା ଗୁଟେ ବି ତାର୍ ମାଁ ବୁଆ ଦେଇଛନ୍ ଯେ ପୁରା ଜାନଲା ବାଗିର୍ 'ବିଜୁଲୀ'। ବିଜୁଲୀ ତାର୍ ବୁଦ୍ଧି ଜାନଲାର୍ ଦିନୁର୍ ତାର୍ ମାଁ ବୁଆ କେଁଟା ନି ଜାନବାର୍ ନା। ବିଧାତା ତାକେ ଅନାଥ କରି ଦିଛେ, ତୁଇ ଏଲା କେ ତୋର୍ ମାଁ ବୁଆ ମଳେ, ତୁଇ ଅଲକ୍ଷ୍ମୀ ଏ ବୋଲି ଗାଁ ଲୋକ୍ ବି ତାକେ ଛି, ଥୁ କରୁଥିସନ୍,। ଦିନେ ତାର୍ ମାଁ ବୁଆ ଗାଁ କେ ଗାଡି ନେ ଆସଲା ବେଲେ ବଡ୍ ଟରକ୍ ଗୁଟେ ଆସିକରି ତାକର୍ ଗାଡି ନେ ପିଟି ହି ଗଲା ଯେ ବିଜଲୀ ର ମାଁ ବୁଆ ହେଲ କେ ଏକା ଜୀବନ୍ ହରେଇଦେଲେ, ମାତର୍ ଭଗବାନର୍ କୁର୍ପା ନୁ ବିଜୁଲୀ ବି ମା ବୁଆ ସନେ ଥିଲା ମାତର୍ ବିଜୁଲୀ ବଚିଗଲା। ତିନ୍ ବରଷର୍ ହେଇଥିଲା ହେତକିବେଲେ, ହେଦିନୁନ୍ ବଡା କଷ୍ଟେ ତାର୍ ଦିନ୍ କଟୁଥିଲା ପଡୋଶୀ ଲୋକର୍ ସହୋଯୋଗ୍ ନେ। ଏବେ ସେ ଯୁଆନ୍ ହେଲାନା, ସହର୍ କେ ଆସିଛେ କିଛି କାମ୍ ଟେ କରମି ବୋଲି, ବାଟେ ତାକେ ବାବୁ ଗୁଟେ ତାକର୍ ଘର୍ କେ ଯିବାକେ କହେଲେ, ଆମ ଘରେ ରହିବୁ ଆଉ ମୋର ଦୁଇଟା ନାତୀ ନାତେନ୍ କେ ଟିଉସନ କରବୁ ବେଲେ, ବିଜଲୀ କେ ତୋ କାମ୍ ଦରକାର୍ ଥିଲାନା ଖନେ ଚୁପ କରାକରି ବାଇ ହେଲା ତା ତାର୍ ପଛେ ହଁ ବେଲା ଆରୁ ବାବୁ ଘର୍ ଘର କେ ଗଲା। ବଡ ଘର ଗୁଟେ, ଶିବୁ, ଶିବାନୀ ବୋଲି ଦୁଇଟା ଛୋଟ ଛୋଟ୍ ପିଲା ନଡଦି ଆସଲେ, ଆରୁ ବିଜଲୀ କେ ଘର କେ ଡାକିନେଲେ। ବିଜୁଲୀ ବଢିଆ କରି ହେନ ଥିଲା,ତାର୍ ସଫା ଗୁଣ୍ ଚଳନ୍ ଲାଗି ତାକେ ବାବୁ ଘରର୍ ସବୁ ମାଏପିଲା ବନେ ବଲୁଥିଲେ,।ଗୁଟେଦିନ୍ ବାବୁଙ୍କର ପିଲା ସରୋଜ ସେ ବାହାରେ ରହି କରି ଚାକରୀ କରସନ୍, ସେ ଘର୍ କେ ଆସୁଥିଲେ, ଆରୁ ଫୋନ୍ ଆସଲା ଯେ ସରୋଜ ର ଗାଡି ବାଟେ ଏକସିଡେଣ୍ଟ ହେଇଗଲା, ଘରେ କନ୍ଦାବୋବା, କେଁ ଟା ହେବା କେଁ ଟା ନେଇଁ,,ସେ ଜାଗା କେ ସବୁ ଲୋକ ଗଲେ ଆରୁ ତାକେ ସେଠାନର୍ ଲୋକର୍ ସହୋଯୋଗ ନେ ଅସପତାଲ କେ ନେଲେ,ରୁଧିର୍ ନେ ସରୋଜ୍ ଭିଜି ଯି ଥିଲା, ସରୋଜ୍ ର ଘରଣୀ ସବିତା ତୋ ଛନଛନ କେ ଚେତା ହରଉଥିଲା ନା।,ଡାକତର୍ ବାବୁ ଚେକ୍ ଚେକା କରି କହେଲେ ଯେ ସରେଜ ର ଏକସିଡେଣ୍ଟ ନେ ତାକେ ଖୋବ୍ ମାଡ୍ ହେଇଛେ ଆରୁ ରକତ୍ ଖୋବ୍ ବୁହିଯେଇଛେ, ତାକେ ରକତ୍ ଦେବାକେ ପଡବା ଅଧଘଣ୍ଟା ଭିତରେ। ନି ହେଲେ ଜେଁଟା ବି ହି ପାରେ, । ଇ କଥା ଶୁନିକରି ତୋ ସବକର ମୁଡେ ଚଡକ ପଡଲା ବାଇ ଲାଗଲା। ଏତକି ଜଲଦି କେଁ ନୁ ପେବେ ଏତକି ରକତ୍, ହେ ପାଖେ ନେ ବିଜୁଲୀ ବି ଥିଲା ଆରୁ ସବୁ ଶୁନୁଥିଲା। ସେ ଗଲା ଆରୁ ବାବୁ କେ ମୁଇଁ ଦେମି ରକତ୍ ବେଲା। ସବୁଲୋକ ଭକୁଆ ହେଇଗଲେ,। ଡାକତର୍ ତାର୍ ରୁଧିର କେ ନେଇ କରି ପରୀକ୍ଷା କଲେ ଆରୁ ହଁ ସମାନ୍ ରକ୍ତ ଏ ଦି ପାରବା ବେଲେ, । ବିଜଲୀ ଆରୁ ବେଲ ନି କରିକରି ଭିତର୍ କେ ଗଲା,ଆରୁ ରୁଧିର୍ ଦେଲା। ସବୁଲୋକ ଅବାକ୍ ହି ଯଉଥିନେ, କେଁ କାଯେ କି ବିଜଲୀ ରୁଧିର୍ ଦେବାର୍ ଆଗରୁ ବାକି ସବକର୍ ରୁଧିର୍ କେ ଡାକତର୍ ପରୀକ୍ଷା କରିଥିଲେ, ଆରୁ କାହାର୍ ଟା ବି ମେଚ୍ ନି ହେବାର୍ ବୋଲି କହିଥିଲେ। ମାତର୍ ଏବେ ଇ ବିଜୁଲୀ ର ଟା ମେଚ୍ ହେଲା, ଯେନ୍ କି ଇ ତିନ୍ ଚିଏର୍ ମାସ୍ ହେଇଛେ ତାକର୍ ଘର୍ କେ ଆସଲା ଟା। ପର ଝି ଗୁଟେ ପରର୍ ଲାଗି ଏତକି ଦରଦ୍ ଦେଖିକରି ସବୁ କାବା ହି ଯଉଛନ୍।। ବାବୁ ତ ବିଜଲୀ କେ ବୁଆ ବାଇ କୁଣ୍ଡେଇ ପକାଲେ ଆରୁ ଗଦଗଦ କାନ୍ଦି ପକାଲେ, ବିଜୁଲୀ ଯେତେବେଲେ ଭିତରୁନ୍ ଭଁଟା କେ ଆସଲା କେ। ଡାକତର୍ ବି କୁଏନେ ଯେ ରକ୍ତ ନେଲାଘୁନ୍ ଏବେ ସରୋଜ୍ ପୁରା ସୁସ୍ଥ ଅଛନ୍ ବୋଲି। ବିଜୁଲୀ ତୋ ସରୋଜ୍ କେ ଦେଖି ବି ନି ଥାଇ ମାତର୍ ତାର ସବକର୍ ଲାଗି ଦରଦ୍ ଦେଖି ତାକେ ସବୁ ବାହ୍ ବାହ୍ କଲେ। କେତେଦିନ୍ ଗଲାଘୁନ୍ ସରୋଜ୍ ଅସପତାଲ୍ ନୁ ବଢିଆ ହି କରି ଘର୍ କେ ଆସଲା।।।। ଆରୁ ବିଜୁଲୀ କେ ଘରର୍ ଝି ବାଇ ରଖଲେ। ବିଜୁଲୀ ବି ତାର୍ ମା ବୁଆ ବଦଲା ଇଟା ମଖେ ମାଁ ବୁଆ ଦେନେ ନା ଭଗବାନ୍ ବୋଲି ଭାବଲା।
ମନ ଯଦି ସବୁବେଲେ ଆମର୍ ଖାଲି ଲୋକର୍ ବନେବନେ କଥା ବିଚାର୍ କରମା ବେଲେ ଆମେ ବି ବିଜୁଲୀ ବାଇ ନିଜର୍ ରୁଧିର୍ ର ନି ହେଇ କରି ବି ଲୋକର୍ ସମାଜର୍ ଆପଣା ହେଇ ପାରମା, ରୁଧିର୍ ର ସଂପର୍କ ନୁ ବି ଆର୍ ମିଠା ସଂପର୍କ ବନେଇପାରମା।।।
ଗୌରୀ ମେହେର
ଗମ୍ଭାରୀଗୁଡା
ନୂଆପଡା




0 Comments