ସୁନ ସୁନ ହୋ ମୋର ସାଙ୍ଗ ସରସା
ଆଏଲା ସରାବନର
ଝଡି ବରଷା ,,
ଚାଲ ବୁଲିଜିମା ହୋ ବାବାର ଗୁଡି-କେ
ମନେ ରଖିକରି
ବଢ଼େ ଆସ୍ ଭରଷା ,,
ସାରା ସଂସାର୍ ହିତେ ଢାଳମା ପାଏନ୍
ସୁଖର୍ ଧାର୍ ଲାଗି
କରମା ଧିଆନ୍ ,,
ବଢ଼େ ପୁଇଁନ୍ ର ମାସ ହୋ ସରାବନ୍
ପାପ୍ ଧୁଇ ପୁଇଁନ୍
କାଁମେ ଲଗାମା ମନ୍ ,,
ସରାବନେ ଝଡ଼ି ବରଷା ଆଏଲେ ନରଦି
ଚଷାର ଆସ ଭରଷା
ଜାଗେ ହୋ କେତନି ,,
ନଦୀ ନାଳ ବନ୍ଧ କଂଟା ସବୁ କେ ଦେ ଗୋ
ପୁରେଇ ସରାବନ୍
ମିଲବା ମୁଠେ ଅରନ୍ ,,
ଏସୁର ନାଇଁ ନରଦି ବାର କଲିଆ ମେଘ
ନିଳିଆ ଆକାଶେ
ଇ ଫାଲ ସେ ଫାଲ ,,
ଆନ ଗୋ ସରାବନ୍ ରାନି ଝକେର କେ ନୁରି
ଧରା କେ ଝଟୋ ଝଟୋ
ଉଛଲୁ ନଦୀ ନାଲ ,,
କବି-ଆଶୁତୋଷ ଠାକୁର,
ମଣ୍ଡଲ,ବଲାଙ୍ଗିର,
ମୋବା-୯୯୩୭୯୩୩୧୧୪,




0 Comments