ଟୁପୁର୍ ଟାପୁର୍ ପାଏନ୍ ବୁନ୍ଦା
ଡୁଲି ଭିତ୍'ରେ ବେଙ୍ଗର୍ କନ୍ଦା
ଇନ୍ଦ୍ରର୍ ମୁଡୁ ଯାଇସି ବଡ୍ ନିନ୍ଦା
ବେଙ୍ଗ କରୁଥିସି କେଁ କାଁ
ଚାରି ଆଡେ ଖାଲି ଇନ୍ଦ୍ରର୍ ନାଁ !!!
କାଦୁ ଚିକଲ୍ ଥି ଲଚର୍ ପଚର୍
ପାଏନ୍ ଭରି ହେଇ ଦୁନିଆ ଦିଖ୍'ସି ସୁନ୍ଦର୍
ପାନୀ ଖେଲସନ୍ ପିଲା ଛୁଆ
ଖୁସି ହେସି ଆମର୍ ମାଏଟ୍ ମାଆ !!!
ଖରା ଦିନର୍ ସେ ଗରମ୍ ତାଏତ୍
ଦିନ୍ ହେଉ କି,
ହେଉ ରାଏତ୍
ନିଜେ ପାଏବାର୍ କେ ଟିକେ ଶାନ୍ତି
ଯୁଗି ଥିସି ଆକାଶ ଆଡେ ଦେଖି ମାଏଟ୍ !!!
ମାଏଟ୍ ର ଦୁଃଖ୍ ନାଇଁ ପାରି ଦେଖି
ଝକେର ଆଇସି ଏକା ସଙ୍ଗେ
ତିନ୍ ଚାଏର ଦିନ୍ ବର୍ଷି କିନା
ମାଟିର୍ ଦୁଃଖ୍ କେ କର୍ଷି ଉଧାର
ହେଲେ ଆରୁ କାହାକେ କିଛି ନାଇଁ ମାଙ୍ଗେ !!!
ମାନସ ରଞ୍ଜନ ୟାଦବ
କଳାହାଣ୍ଡି




0 Comments