ବନ୍ଧ୍, କଁଟା ସିନେ ଟପ୍ ଟପ୍ କରେ ହେଇଥିଲେଁ ଭି ଗହେର୍,
ପ୍ରେମର୍ ତପ୍'ତି କାଏଁ ଶିତଲ୍ ହେସି ହେଲେଁ ଭି ଝରି ଝକେର୍ ।
ଦର୍'କେ ବର୍'ଷା ମେଟିଯାଏ ଶୋଷ୍ ମାଏଟ୍ ମାଁର୍ ଆଁ ଫାଟ୍ ,
ଝକେର୍ ବରଷା ଭି ନିହଁଟ୍ ପଡେ ମନର୍ ରଁଚେ ଟେ ଫାଟ୍ ।
ଅଛରେ ବର୍'ଷା ଗରମ୍ ଦିହିକେ ଲାଗସି କେତନି ହାଏ,
ଝରି ଝକେର୍ କେନଥେଇଁ ଲିଭାବା ପିରତି ଅଂଗରା ଜୁଏ ।
ଝିର୍ ଝିର୍ ଝରି ପ୍ରେମର୍ ଝକେର୍ ଥିଁ ଉଦା ସର୍ ସର୍ ସଁସାର୍,
ପ୍ରେମର୍ ଝକେର୍ ଥି ଭିଜଲେ ଜିବନ୍ ହେବା କାଏଁନ ସାକାର୍ ।
ସୁରେନ୍ଦ୍ର ମହାକୁର, କୁରୁଆଁ, ବରଗଡ଼




0 Comments