ପରୀ ଲେଖେ ଟୁକେଲ
ତାକେ ମୁକ୍ତ ଦରକାର
ଆକାଶ କେ ବି ଛିଇଁ ଦେବ
ନୂଆ କିରନ ଆନି ଢାଲି ଦେବ l
ଟୁକେଲ କେ ଭାବନି ଅବଳା
ଦୁଇ କୂଳ କେ ସେ ହିତା
ତାର ଶକ୍ତି ଅପାର
ଅତ୍ୟାଚାର କେ କରବା ପ୍ରତିବାଦ l
ତାକେ ପଢାଅ, ଲେଖାଅ
ସନମାନ ଶିଖାଅ
ଦିନେ କରବା ଶବକର ଉପକାର
ସେ ଟୁକେଲ ଏ l
କେବେ ସେ ଦୁର୍ଗା ତୋ କେବେ କାଳୀ
ଟୁକେଲ କେବେ ମା- ବୁଆ କେ ନେଇ ଛାଡେ
ଇ କଥା ଅଛେ ପ୍ରମାଣ
ସେ ଟୁକେଲ ଜେତ ମହାନ l
ଶରତ ମନହିରା
ଜାମଖୁଣ୍ଟା ( ବଲାଙ୍ଗୀର )



0 Comments