ବୁଜନି ନାକେ ସୁନାର୍ ନଥ
ଦିସୁଥିସି ଝଲମଲ,
ତୁମେ ତଗା କେତେ ସୁନ୍ଦରୀ ଦିଶ
ହେଉ ଥିସ ମଲମଲ।।
ମୁହୁ ଲୁକେଇ କଥା କହେସି
ସରମି ଲତା ଲେଖେ,
ତୁମର୍ ଲାଗି ସତେ ଗୀତ ଲେଖିଛେ
ପଢବ ଗା ପଦେ ପଦେ।।
ଆଏଖ ଦିଟା ଢଳ ଢଳଉଛେ
ମନେ ଯଉଛେ ଲାଖି,
କପାଳ ତୁମର୍ ଚନ୍ଦର୍ ଲେଖେ
ପରାନ୍ ହେଉଛେ ଘାଟି।।
କହେବ ବଏଲେ ଗାଲର୍ କଥା
କହେମି ପଦ୍ ଦୁ,
ମୁହୁ ଫୁଲେଇ ଅଏରସା ପିଠା
ହସୁଥିସ ମୁଲ ମୁଲ।।
ଫେର୍ ବି କହେମି ଏତକି ସୁନ୍ଦର
ହଇଛ ତୁମେ କେନ୍ତା,
ମନ୍ ଦେଇ କରି କଥା ପଦେ ହେଲେ
ମୋର୍ ମନ୍ ଘେ ହେତା ପରଛା।।
ମନ୍ ଦେଇ କରି ମନ୍ ପାଇଁ
ହେଉଥିସ ଖାଲି ଗଲେହି
କଥା ବାର୍ତ୍ତା ପଦେ ହେଉଥିବ ଗା
କେ ଯେ ହେସ ଫୁଲେଇ।।
ନରୋତ୍ତମ ଦାଶ, ମୁନେଇକେଲ,
ବରଗଡ଼।। ୮୧୪୪୯୭୮୯୧୯



0 Comments