ଧଏନ୍ ଧଏନ୍ ଇନର ମାଁଏଟ
ଇନର
ପାଁଏନ୍ ପବନ୍
ମିରାବାଇ ଚାନୁକେ ଦେଇଛୁ
ତୁଇ ଜନମ୍
ଦେଶର ମାନ ମହତ କରିଛେ
ଉବାଗର୍
ଟୋକିଓ ଅଲମ୍ପିକ ଥିନ ରୁପାର୍
ପଦକ ଜିତି
ଦେଶର ବାନା କେ ଉଡେଇଛେ
ପର ଫର
ପହିଲ କରି ଦେଶର ନାଁ ଉଡୁଛେ
ଟୋକିଓ ଥି ଆଏଜ୍
ଆର ଗୁଟେ ପାଁହା ଆଗକେ
ଫିକ ସୁନାର୍ ପଦକ
କେ ରଖି ଆସ୍
1994 ଥି ମନିପୁରେ ଜନମ
ନିଏର ବାଟେ ଲଏ ରଖି
ଜିତଲ ଦେଶର ମନ୍
ପଛକେ ତୁମେ କେଭେ ନାଇଁ ଦେଖି
ଆଗକେ ଫିକଲ ପାହାଁ
ସାରା ଦେଶ ଆଏଜ ଗରବ କରେ
ଧରି ତୁମର୍ ନାଁ
ଆଶୁତୋଷ ଠାକୁର,
ମଣ୍ଡଳ, ବଲାଙ୍ଗିର,
ମୋବା-୯୯୩୭୯୩୩୧୧୪,



0 Comments