.........................................
ପତ୍ରିକା ଓ ପତ୍ରିକାରେ ଥିବା ଲେଖା ଗୁଡିକ ଆପଣଙ୍କୁ କିପରି ଲାଗିଲା ମତାମତ ପ୍ରଦାନ କରିବା ହେବେ,
ଯାହା ଆଗାମୀ ସଂଖ୍ୟାରେ ପାଠକୀୟ ସ୍ତମ୍ଭରେ ପ୍ରକାଶ ପାଇବ ।
ମତାମତ ପଠେଇବା ଠିକଣା : srushtisambhar@gmail.com
ଯୋଗାଯୋଗ : srushtisambhar@gmail.com



4 Comments
ସମସ୍ତ ପରିବାରବର୍ଗଙ୍କ ସହ ସମ୍ପାଦକ ମହୋଦୟଙ୍କୁ ହୃଦୟଭରା କୃତଜ୍ଞତା
ReplyDeleteସୁନନ୍ଦା ମହାନ୍ତି
ସାକ୍ଷୀଗୋପାଳ
ପୁରୀ
ସ୍ୱାଗତମ ମାମ ଆପଣଂକୁ ଆପଣଙ୍କ ବହୁମୂଲ୍ୟ ସମୟ ପ୍ରଦାନ କରି ମତାମତ ରଖିଥିବାରୁ ଧନ୍ୟବାଦ ଜଣାଉଛି ।
Deleteକାହ୍ନୁ ଚରଣ ସାହୁ
ସମ୍ପାଦକ- ସୃଷ୍ଟି ସମ୍ଭାର
ସୃଷ୍ଟି ସମ୍ଭାରର ପାର୍ବଣ ବିଶେଷାଙ୍କରେ ମୋ ଲେଖାକୁ ସ୍ଥାନ ଦେଇଥିବାରୁ ମୁଖ୍ୟ ସଂପାଦକ ଶ୍ରୀଯୁକ୍ତ କାହ୍ନୁଚରଣ ଭାଇଙ୍କୁ ଆନ୍ତରିକ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରୁଛି🙏🌹ଜୟଶ୍ରୀ ରାଧେ🙏🌹
ReplyDeleteଧନ୍ୟବାଦ ଭାଇ ମତାମତ ପ୍ରଦାନ କରିଥିବାରୁ । ଆପଣଙ୍କ ସର୍ଜନ ଯାତ୍ରା ମଧୁମୟ ହେଉ, କଲମ ମୁନରେ ଆହୁରି ସୃଷ୍ଟି ସୃଷ୍ଟି କରନ୍ତୁ ।
Deleteଜୟ ଶ୍ରୀ ରାଧେ