ପିଲା ହଉକି ଟୁକେଲ୍ ହଉଗା
ଜୀବନ୍ ଟା ଆଏତ ଗୁଟେ,
ଟୁକେଲ୍ ହେଲା ଯେ କାଏଁ ଭୁଲ୍ କଲା
ସେଭି ତୋର୍ ରକତ୍ ଗୁଟେ ।।
ପିଲା ହେଲେଁ କାଏଁ ଅଏଧ୍ କା ହେବା
ଟୁକେଲ୍ ହେଲେଁ କାଣାଁ ଖଙ୍ଗ୍ ବା ,
ପିଲା ଟୁକେଲ୍ ଥିଁ ନେଇଁନ ଫରକ୍ ତ
ମୁନ୍ ଷର୍ ବୁଝ୍ ବାର୍ ଟା ଭୁଲ୍ ଗା ।।
ପୁରାନ୍ ଦେଖ ଟୁକେଲ୍ ମାନ୍ କର୍
କେତେ କେତେ ଲେଖା ରହିଛେ ,
ପ୍ରଧାନ୍ ମନ୍ତ୍ରୀ ଆର୍ ରାଷ୍ଟ୍ରପତିଦେଶର୍
ହେ ଟୁକେଲ୍ ଫେର୍ ତ ହେଇଛେ ।।
ଟୁକେଲ୍ ଦାନ୍ ଆଏ ମହାନ୍ ଦାନ୍
ଟୁକେଲ୍ ନେଇଁ କର ପର୍ ,
ଟୁକେଲ୍ ଦିନେପଛେଁଥିର୍ ଢୁକେଦେବା
ପୁଓ ପଛେଁ କର୍ ବା ପର୍ ।।
ଟୁକେଲ୍ ଆଏ ବଲିଁ ନେଇଁ କର ପର୍
ଟୁକେଲ୍ ଘରର୍ ଆଏ ଟେକ୍ ,
ପାଠ୍ ସାଠ୍ ପଢି ଶିକ୍ଷିତ୍ ହେଇ ହୋ
ଟୁକେଲ୍ ତଗା ରଖ୍ ବା ଟେକ୍ ।।
ସରୋଜ କୁମାର ଆଚାର୍ଯ୳,
ବୁରୋମାଲ,ବିଜେପୁର,ବରଗଡ ।



0 Comments