ଝି କେ କେବେ ବି ଛି ନେଇଁ କରବ
ତାର ଲାଗି ଇ ସଂସାର୍
କେତନି କେତେ ଦୁଃଖ୍ ସେ ସହେସି
ନେଇଁ ମାନେ କେବେ ହାର୍ ।
ଲକ୍ଷ୍ମୀ ମା'ର୍ ପ୍ରତୀକ ଟୁକେଲ୍ ବୋଲି
ଗୀତା ତି ହେଇଛେ ଲେଖା
ଜନମ୍ ନି ହଉ ହଉ ମାରସ କାଁଜେ
କରି ତାକେ ଅନ୍ ଦେଖା ।
ମା'ର୍ ରନ୍ଧାବଢା ତି ହାତ୍ ବଟାସି
ବାପାକେ ସେବା କରସି
ସେ ବି ପାଠ୍ ପଢଲେ ମୁନୁଷ୍ ହେସି
ମାଁ ବୁଆର୍ ନାଁ ରଖସି ।
ପର ର୍ ଘରେ ଦିନେ ପାଦ୍ ଥାପସି
ମାଁ ବୁଆକେ ପର୍ କରି
ଦୁହିତା ବୋଲି ତାର୍ ନାଁ ପାଏସି
ସାଜସି କନିଆଁ ହାରି ।
ଦଶ ମାସ ଗର୍ଭ କଷ୍ଟ ସହିକରି
ଛୁଆ କରସି ଜନମ୍
ପୋ ଝି କେ ଲାଲନ୍ ପାଲନ୍ କରି ସେ
ପାଲସି ନିଜର୍ ଧରମ୍ ।
ବହ ହେଇ ସେ ଦାୟିତ୍ବ ତୁଲାସି
କରି ସମକୁ ଯତନ୍
ଘର୍ ଜଂଜାଲ୍ ମୁଡ୍ ପାତି ସହେସି
ସଂପି ନିଜର୍ ଜୀବନ୍ ।
କିରଣ ମୟ ସେନାପତି
ଜୁନାଗଡ଼,କଳାହାଣ୍ଡି
ମୋ-୯୭୭୭୭୭୭୧୦୫



0 Comments