ମହାନ ମୋ ମାଟି, ମହାନ ମୋ ଭାଷା!!
ମଧୁଭରା, ସୁଲଲିତ ମୋ ମାତ୍ରୁଭାଷା।
ମାଆ ଠୁ ଶିଖିଲି ଯାହା, ସେଇ ମାତ୍ରୁଭାଷା!!!
ତା ଗ୍ୟାଂନଭଣ୍ଡାରେ ଉଜ୍ଜଳିତ ଚଉଦିଶା।।
ସାହିତ୍ୟ, କଳା, କୌଶଳ, ସଂସ୍କୃତି ଭରା!!!
ମହୁ ଠୁ ବି ବେଶୀ ମିଠା, ଅପୁର୍ବ ନିଆରା।।
ରସଭରା, ଛନ୍ଦମୟ,ସେ ଆମରି ଗୌରବ!!!
ମାତ୍ରୁଭାଷା ଠୁ ମୁଲ୍ୟବାନ ଆଉ କି ଅଛି ଦରବ।।
ଭାଗବତ, ପୁରାଣ, ପୋଥି କେତେ
ଇତିହାସ!!!
ଋଷି, ଗ୍ୟାଂନି ଗାଇଗଲେ ମାତ୍ରୁଭାଷା ର ମହତ।।।
ସମୁଦ୍ର ଠୁ ଗଭୀର ମୋ ଏହି ଭାଷା ର ଚରିତ!!!
ଆକାଶ ଠୁ ବିଶାଳ, ନିର୍ମଳ ତା ମ୍ରୁଦୁ ପରଶ।।।
ଆଜି ନିଜ ଭାଷା ଛାଡି ବିଦେଶୀ ଭାଷା କୁ କାଇଁ ମନ???
ପରଦେଶୀ ପ୍ରାୟେ ଓଡିଆ ବିତାଉଛି ଜୀବନ।।।
କବି କହିଛନ୍ତି'ଉଚ୍ଚ ହେବା ପାଇଁ କର ଯେବେ ଆଶା!!!
ଉଚ୍ଚ କର ଆଗ ତୁମେ ନିଜ ମାତ୍ରୁଭାଷା।।
ମାତ୍ରୁଭୁମି, ମାତ୍ରୁଭାଷା ସବୁଠାରୁ ଯେ ମହାନ!!!
ତାକୁ ହ୍ରୁଦେ ପୂଜିଲେ, ଦୁର ହୋଇବ
ଅଗ୍ୟାଂନ।।
ମାତ୍ରୁଭୁମି, ମାତ୍ରୁଭାଷା ର କରିବା ସାଧନା!!!
କାୟା ଥିବା ଯାଏଁ ତାର କରିବା ବନ୍ଦନା।।।।
ଗୌରୀ ମେହେର
ଗମ୍ଭାରୀଗୁଡା
ନୂଆପଡା



0 Comments