ପାଠ୍ କଧ୍ ରିଆର୍ ଦୁଖ୍ - ଯେମନ୍ତ ସାହୁ


ୟୁନିଭର୍ ସିଟି ଦେଲା ଚିଠି
ରେଡି ହେଇଥ ବେଟା ବେଟି
ଫରମ୍ ଫିଲପ୍ ଡେଟ୍ ଆସ୍ ଲା,
ପଡ଼ିଛେ ଯିଏ ଉସତ୍ ଆନନ୍ଦ୍ ହୋ
ନେଇ ପଡୁ ଦେଖ୍ ଫସ୍ ଲା । ... ୧ 

ସମିଆର୍ ଗାଡ଼ି ଯାଇଛେ ଗଡି
ବେଲ୍ ଥାଇକରି କେବେ ନେଇ ପଢି 
ବୁଲି ବୁଲି ଗଲା ଦିନ୍,
ବହି ପତରର୍ ଦେଖା ନେଇ ହୋ
ହେଇଛେ ଛିନ୍ ଭିନ୍ । .....୨

ସିଲାବସ୍ ଦେଖ୍ ଲେ ଡର୍ ଲାଗୁଛେ 
କାହିଁ କେତେ ଦିନୁ ଆଜି ଦେଖୁଛେ
ଲାଗୁଅଛେ ନୂଆ ନୂଆ,
ବହି କେ ଦେଖ୍ ଲେ ବଡ୍ ଲାଗୁଛେ ହୋ
ଲାଗୁଛତ୍ ମା ବୁଆ।.......୩

 ସାଙ୍ଗ୍ କେ ପଚ୍ ରାଲା କେନ୍ତା କର୍ ମି 
ହେଲ୍ପ ନେଇକଲେ ମୁଇ ସର୍ ମି 
ପରୀକ୍ଷା ଅଛେ ଦଶ୍ ଦିନ୍,
ସାଙ୍ଗ୍ କହେଲା ସମ ଦଶା ହୋ 
ମର୍ ବି ବାଜୁଛେ ବିନ୍ ।.......୪

ଯାହା ହେବାର୍ ଥିଲା ହେଇ ତୋ ଗଲା 
ପରୀକ୍ଷା ଦିନେ କଲା ପାଲା
ଧରି ଥିଲା ଦୁଇଟା କପି ,
ସ୍କ୍ୱାର୍ଡ ହାତେ ଦେଖ୍ ଧରା ପଡ୍ ଲା 
ହେଇ ଗଲା ସେ ଏମ୍ .ପି। ........୫

ବସି ଭାବୁଛେ ଅଧା ରାତି 
ପଢ଼ି ଥିଲେ କାଏଁ ଏନ୍ତା ହେତି 
ସମିଆ କେ ନଷ୍ଟ କନି, 
ବେଲ୍ ଥାଇ କରି ଭାବି ନେଇ ପାରି
ଏବେ ହଉଛେ ମୁଁଇ ହୁର୍ ଗୁନି। ......୬

                            ଯେମନ୍ତ ସାହୁ 
                          ଭୋଇରମୁଣ୍ଡା, କଳାହାଣ୍ଡି 
                           ମୋ.୬୩୭୨୧୯୭୪୯୩

Post a Comment

0 Comments